ଏର୍ବଙ୍ଗ ଗ୍ରାମ ପଞ୍ଚାଯତ
  • ଗ୍ରାମପIୟତର ଇତିହାସ
  • ଗ୍ରାମପIୟତ ଅଧୀନରେ ଥିବା ମୌଜା ମାନଙ୍କ ବିଷୟରେ ବର୍ଣ୍ଣନା
  • ଆମ ପIୟତ
  • ଗ୍ରାମପାୟତରେ ଚାଲୁଥିବା େଯାଜନା
  • ଗ୍ରାମପIୟତର କାର୍ଯ୍ୟାଳୟରେ ଥିବା ଆସବାବପତ୍ର
  • ଗ୍ରାମପIୟତରେ ଉପଲବ୍ଧ ସୁବିଧା ସୁଯାଗ
  • ଗ୍ରାମପାୟତରେ ଥିବା ଶିକ୍ଷା ସୁବିଧା
  • ଶବକ୍ଷକ୍ଷରକ୍ସଚ୍ଚ
  • େଯାଗାଯାଗ
  • Gallery

    1 2 3 4 5 6 7 8
  • ଋକ୍ସଭବଦ୍ଭଶ ଏକ୍ସବଜ୍ଞ ଚବଦ୍ଭମଷବଚ୍ଚବଗ୍ଧ

    ପୁରୀ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ୨୯ ଗ୍ରାମପାୟତ ମଧ୍ଯରେ ଏରବଙ୍ଗ ଗ୍ରାମପାୟତ ଅନ୍ୟତମ ö ଏହାର ପ୍ରାକୃତିକ ଶୋଭାରାଜି ଓ ପରିବେଶ ସମସ୍ତଙ୍କୁ ମନ ମୁଗ୍ଧ କରିଥାଏö ଏହାର ନାମକରଣ ଏକ ଏ୍ୟ÷ତିହାସିକ ଗଳ୍ପରୁ ଉଦ୍ଧୃତ କରାଯାଇଅଛିöପିପିଲି କୋଣାର୍କ ଯିବା ବାଟରେ ବେଗୁନିଆ ବଜାରରୁ ୧କି.ମି. ଦୂରତ୍ୱରେ ଏରବଙ୍ଗ ଗ୍ରାମପାୟତ ଅବସ୍ଥିତö ଏରବଙ୍ଗ ଗ୍ରାମପାୟତଟି ନିମାପଡା ନିର୍ବାଚନ ମଣ୍ଡଳିର ଶେଷ ସୀମାରେ ଏବଂ ଗୋପ ବ୍ଲକ ଠାରୁ ମାତ୍ର ୩କି.ମି. ଦୂରତ୍ୱରେ ଅବସ୍ଥିତ ö ଏହି ଗ୍ରାମପାୟତଟିର ପରିବେଶ ପରିଷ୍କାର ପରିଚ୍ଛନ୍ନ ହେତୁ ଏହି ଗ୍ରାମ ପାୟତଟିକୁ ନିର୍ମଳ ପାୟତ ଭାବେ ରାଷ୍ଟ୍ରପତି ପୁରସ୍କାର ମିଳିଛିö ଓଡ଼ିଶା ସରକାରଙ୍କର ଅଧି ନିୟମ ଅନୁସାରେ ୧୯୭୭ ମସିହାରେ ଏରବଙ୍ଗ ଗ୍ରାମପାୟତ ଏକ ସ୍ୱତନ୍ର ଗ୍ରାମପାୟତରେ ପରିଗଣିତ ହୋଇଥିଲାö

ଶବକ୍ଷକ୍ଷରକ୍ସଚ୍ଚ
[Show as slideshow]
1
2
3
4
5
6
7
8
Subscribe RSS © 2026 ଏର୍ବଙ୍ଗ ଗ୍ରାମ ପଞ୍ଚାଯତ
Powered by epanchayat.in 7ads6x98y