ଏରବଙ୍ଗ ଗ୍ରାମପାୟତ ଦୁଇଟି ରାଜସ୍ୱ ଗ୍ରାମ(୧)ଏରବଙ୍ଗ,(୨)ପାଟଳିଆ ଓ ୧୭ଟି ଓ୍ୱାର୍ଡ କୁ ନେଇ ଗଠିତ ହେଇଅଛି öଏରବଙ୍ଗ ଗ୍ରାମପାୟତ ଅତିତରେ ଏହାର ପରିସୀମା ସୁଦୁର ପ୍ରସାରୀ ଥିଲା ö ଏହାର ଉରରେ ଗୋପ କୁ ସଂଲଗ୍ନ କରୁଥିବା ସମୟରେ ଦକ୍ଷିଣରେ ମହଲପଡା ଗ୍ରାପାୟତଏବଂ ନାଗପୁର ଗ୍ରାମପାୟତକୁ ସଂଲଗ୍ନ କରୁଥିଲା öପଶ୍ଚିମରେ ଗଣେଶ୍ୱରପୁର ଗ୍ରାମ ପାୟତ ଠାରୁ ପୂର୍ବରେ ବିରତୁଙ୍ଗ ଗ୍ରାମପାୟତକୁ ସଂେଯାଗ କରୁଥିଲା ö୧୯୯୨ ମସିହାରେ ଓଡିଶା ସରକାରଙ୍କ ଗ୍ରାମ ପାୟତ ସଂସୋଧନ  ଆଇନ ଦ୍ୱାରା ବିଭାଗିକରଣ ହେଇଗଲା ö ଏହି ଗ୍ରାମପାୟତର ମୋଟ ଜନସଂଖ୍ୟା୧୦୮୩୩ öI