ପୁରୀ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ୨୯ ଗ୍ରାମପାୟତ ମଧ୍ଯରେ ଏରବଙ୍ଗ ଗ୍ରାମପାୟତ ଅନ୍ୟତମ ö ଏହାର ପ୍ରାକୃତିକ ଶୋଭାରାଜି ଓ ପରିବେଶ ସମସ୍ତଙ୍କୁ ମନ ମୁଗ୍ଧ କରିଥାଏö ଏହାର ନାମକରଣ ଏକ ଏ୍ୟ÷ତିହାସିକ ଗଳ୍ପରୁ ଉଦ୍ଧୃତ କରାଯାଇଅଛିöପିପିଲି କୋଣାର୍କ ଯିବା ବାଟରେ ବେଗୁନିଆ ବଜାରରୁ ୧କି.ମି. ଦୂରତ୍ୱରେ ଏରବଙ୍ଗ ଗ୍ରାମପାୟତ ଅବସ୍ଥିତö ଏରବଙ୍ଗ ଗ୍ରାମପାୟତଟି ନିମାପଡା ନିର୍ବାଚନ ମଣ୍ଡଳିର ଶେଷ ସୀମାରେ ଏବଂ ଗୋପ ବ୍ଲକ ଠାରୁ ମାତ୍ର ୩କି.ମି. ଦୂରତ୍ୱରେ ଅବସ୍ଥିତ ö ଏହି ଗ୍ରାମପାୟତଟିର ପରିବେଶ ପରିଷ୍କାର ପରିଚ୍ଛନ୍ନ ହେତୁ ଏହି ଗ୍ରାମ ପାୟତଟିକୁ ନିର୍ମଳ ପାୟତ ଭାବେ ରାଷ୍ଟ୍ରପତି ପୁରସ୍କାର ମିଳିଛିö ଓଡ଼ିଶା ସରକାରଙ୍କର ଅଧି ନିୟମ ଅନୁସାରେ ୧୯୭୭ ମସିହାରେ ଏରବଙ୍ଗ ଗ୍ରାମପାୟତ ଏକ ସ୍ୱତନ୍ର ଗ୍ରାମପାୟତରେ ପରିଗଣିତ ହୋଇଥିଲାö
ଗ୍ରାମପାୟତ ନାମ- ଏରବଙ୍ଗ ଗ୍ରାମପାୟତ ଏରବଙ୍ଗ ଗ୍ରାମପାୟତ ମୋଟ ଗ୍ରାମ ସଂଖ୍ୟା -୨,(୧)ଏରବଙ୍ଗ,(୨)ପାଟଳିଆ ଏରବଙ୍ଗ ଗ୍ରାମପାୟତର ମୋଟ ଓ୍ୱାର୍ଡ ସଂଖ୍ୟା-୧୭ ଈଚଖ ତାଲିକାଧାରୀଙ୍କ ସଂଖ୍ୟା-୭୮୦ ଇଚଖ ତାଲିକାଧାରୀଙ୍କ ସଂଖ୍ୟା-୫୯୫୩
Click here to get full detail….